ପଦ୍ମଶ୍ରୀ ସାଧୁ ମେହେରଙ୍କୁ ମୁମ୍ବାଇ ଓଡ଼ିଆଙ୍କ ସମ୍ବର୍ଦ୍ଧନା
ସେ ଅଂକୁର ଚଳଚିତ୍ର ପାଇଁ ଶ୍ରେଷ୍ଠ ନାୟକ ଭାବରେ ଜାତୀୟ ପୁରସ୍କାର ଲାଭ କରିଥିଲେ | ମେହେର ନିଜ କାର୍ଯ୍ୟ ଜୀବନ ର କିଛି ଅନୁଭୂତି ବର୍ଣ୍ଣନା କରିଥିଲେ | ଓଡ଼ିଆ ଚଳଚିତ୍ର ଜଗତର ବିକାଶ ଏବଂ ଅଧିକ ଶିଶୁ ଚଳଚିତ୍ର ନିର୍ମାଣଓଡିଶାରେ ତନ୍ତ୍ର ଓ ଶାକ୍ତ ମତର ପ୍ରମାଣସିଦ୍ଧ ପରମ୍ପରା ଅନ୍ତତଃ ୨୦୦୦ ବର୍ଷର । ଶାସ୍ତ୍ର, ସ୍ଥାପତ୍ୟ, ଉପଚାର ଓ ପ୍ରତିଷ୍ଠା ଭିତରେ ତନ୍ତ୍ରର ପ୍ରଭାବ ତ ରହିଛି, ତା’ ବାହାରେ ଲୋକାଚାରରେ ଓ ଲୋକକଳ୍ପନାରେ ତନ୍ତ୍ର ର ଭୂମିକା ବେଶ୍ ପ୍ରଭାବଶାଳୀ । ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ |
